Odisha Insight ଆୟୁର୍ବେଦ ଚିକିତ୍ସା ପ୍ରତି ରାଜ୍ଯ ସରକାର ଗୁରୁତ୍ୱ ଦିଅନ୍ତୁ Ananta Mahanty Jun 26, 2021 କେନ୍ଦ୍ର ସରକାର ଆୟୁର୍ବେଦ ଚିକିତ୍ସାକୁ ବିଶ୍ୱସ୍ତରୀୟ ଆଦୃତ କରାଇବା ପାଇଁ ପ୍ରୟାସ ବେଳେ ଓଡିଶାର ବିଶ୍ୱସ୍ତରୀୟ ଶାସନ ବ୍ଯବସ୍ଥାରେ ଆୟୁର୍ବେଦ ରସାତଳକୁ ଯାଉଛି।