Who deployed Bouncers at Puri Lokanath Peeth?

ପୁରୀ ଲୋକନାଥ ପୀଠରେ ମହା ଶିବରାତ୍ରି ଦିନ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ । ପୋଲିସ ଉପସ୍ଥିତିରେ ବାଉନ୍ସର ମାନେ କଲେ ଶକ୍ତି ପ୍ରଦର୍ଶନ । ଭକ୍ତଙ୍କୁ ଠେଲାପେଲା କରିବା ସହ ମନ୍ଦିର ଭିତରକୁ ଛାଡ଼ୁନଥିବା ଅଭିଯୋଗ ମଧ୍ୟ ହୋଇଥିଲା । ପାଳିଆ ସେବାୟତଙ୍କ ମନମୁଖୀ କାରବାର ପାଇଁ ସୃଷ୍ଟି ହୋଇଥିଲା ଏଭଳି ପରିସ୍ଥିତି ।ଏଭଳି ଅବ୍ୟବସ୍ଥା ଭକ୍ତଙ୍କ ମନରେ ବହୁତ ଆଘାତ ଦେଇଛି ।

Support Independent Journalism? Keep us live.

Who deployed Bouncers at Puri Lokanath Peeth?

Comments are closed.