Odisha Insight କଳାହାଣ୍ଡି ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ଜାତୀୟ ମାନବିକ ଅଧିକାର କମିଶନ Sree Mishra Jan 10, 2023 ଗାଁଲୋକେ ଗର୍ଭବତୀଙ୍କୁ ଖଟିଆରେ ଧରି ଦୁଇଟି ନଦୀ ପାର ହୋଇ ୫ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଁଚିଥିଲେ ।