Odisha Insight

ଚିନ୍ତା ବଢ଼ାଉଛି ‘ଟମାଟୋ ଫ୍ଲୁ’; ମୁକାବିଲା ନେଇ ଓଡ଼ିଶାରେ ପ୍ରସ୍ତୁତି

କରୋନାକୁ ପରେ ଏବେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ। ଓଡିଶା ପ୍ରତି ବିପଦ ଥିବା ହେତୁ ଏ ନେଇ ଆଗୁଆ ପ୍ରସ୍ତୁତି କରିଛି ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ।

ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ ପ୍ରବେଶ ପଥ; ଶୋଭା ବଢାଇବ ଓ୍ବାଟର ଫାଉଣ୍ଟେନ୍

ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ । ଏଥିପାଇଁ ପ୍ରସ୍ତୁତ ହୋଇ ସାରିଛି ନକ୍ସା ।  ପ୍ରଶସ୍ତ ରାସ୍ତା ସାଙ୍ଗକୁ ନୂଆ ପ୍ରବେଶ ପଥ ସମ୍ମୁଖରେ ଶୋଭା ପାଇବ ଓ୍ବାଟର ଫାଉଣ୍ଟେନ୍ ।

ବ୍ରଜରାଜନଗର ଉପନିର୍ବାଚନ: ଆଜିଠୁ ଜମିବ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ଦଳର ରଣନୀତି ପ୍ରସ୍ତୁତି ସରିଛି । ଏବେ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ହାତେଇବାକୁ ଚେଷ୍ଟା କରିବେ ସବୁ ଦଳ । ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବେ ନେତା ଓ ମନ୍ତ୍ରୀ ।

ଧଳା ଜହର ଜାଲରେ ଓଡିଶା

ଧଳା ଜହର କବ୍ଜାରେ ଓଡିଶା । ନିଶା ବେପାରୀମାନେ କଲେଜ ପଢୁଆ ଛାତ୍ର ଛାତ୍ରୀଙ୍କୁ ଏଥିରେ ଟାର୍ଗେଟ କରୁଛନ୍ତି । ଏହା ନୂତନ ଯୁବ ପିଢ଼ିଙ୍କ ଉପରେ ମଧ୍ୟ ବେଶ ପ୍ରଭାବ ପକାଉଛି । 

ବଦଳୁଛି ମିଶନ ଶକ୍ତିର ପରିଭାଷା: ରାଜ୍ୟର ସମସ୍ତ ମେଡିକାଲର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି

ଏସଏଚଜି ନେବେ ଡାକ୍ତରଖାନା ଦାୟିତ୍ବ । ରାଜ୍ୟର ସମସ୍ତ ମେଡିକାଲ କଲେଜ, ମେଡିକାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୧୩ଟି ଦାୟିତ୍ବ ତୁଲାଇବେ ଏସଏଚଜି ସଦସ୍ୟା ।

Popular