Odisha Insight

ନୂଆ ରୂପରେ ଝଟକୁଛି ମା ତାରାତାରିଣୀଙ୍କ ମନ୍ଦିର

ବଦଳିଛି ଗଞ୍ଜାମ ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀଙ୍କ ପୀଠର ରୂପରେଖ । ଆରମ୍ଭ ହୋଇଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା'ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ।

ରାଜ୍ୟରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ

ଟାର୍ଗେଟ୍‌ରେ ପୁରାତନ ମଠ ଓ ମନ୍ଦିର । ଲଗାତାର କିଛି ମାସ ହେବ ରାଜ୍ୟରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ । ଟାର୍ଗେଟରେ ରହିଛି ପ୍ରାଚୀନ ମନ୍ଦିରର ଅଷ୍ଟଧାତୁ ମୂର୍ତ୍ତି । ପୁଲିସକୁ ଚ୍ୟାଲେଞ୍ଜ ଦେଇ ବିଭିନ୍ନ ମନ୍ଦିରରୁ ଚୋରି କରୁଛନ୍ତି ମୂଲ୍ୟବାନ ପୁରାତନ ମୂର୍ତ୍ତି ।  ଠାକୁରଙ୍କୁ ମଧ୍ୟ ଛାଡୁ ନାହାନ୍ତି ଦୁର୍ବୃତ୍ତ  ।

ଜାତୀୟ ହକି ଦଳର କମାଣ ସମ୍ଭାଳିବେ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା

ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡୋନେସିଆରେ ଏସିଆ କପ୍‌ । ଏବେ ଇଣ୍ଡୋନେସିଆରେ ହେବାକୁ ଥିବା ହିରୋ ମେନ୍ସ ଏସିଆ କପ୍‌ ଭାରତୀୟ ଟିମ୍ ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ଖେଳିବକୁ ଯାଉଛି  ।

ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗୁରୁବାର ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଓଡିଆ ପାଇଲଟ ଜଣଙ୍କ ଘର ସମ୍ବଲପୁରରେ । 

ମେ ୨୭ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ

ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଓଡ଼ିଶାରେ ମୌସୁମୀ ଜୁନ୍‌ ପ୍ରଥମ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Popular