Facebook
Instagram
Linkedin
X
Youtube
News Bulletin
100-Word Insight
Insight
Odisha Insight
Politics
Fact Check
Sports
Entertainment
Debate
E-Paper
Search
Wednesday, July 22, 2026
About Us
Contact Us
Terms of Use
Privacy Policy
RSS
Facebook
Instagram
Linkedin
X
Youtube
Sign in
Welcome! Log into your account
your username
your password
Forgot your password? Get help
Password recovery
Recover your password
your email
A password will be e-mailed to you.
The News Insight
News Bulletin
100-Word Insight
Insight
Odisha Insight
Politics
Fact Check
Sports
Entertainment
Debate
E-Paper
Odisha Insight
100-Word Insight
Archives
Business
crime
Crypto Updates
Debate
News Bulletin
ISKCON Jagannatha Ratha Jatra Row- Impasse Must End
Odisha Insight
Bhubaneswar Fights Air Pollution With New Technology
Odisha Insight
ISKCON Rejects Gajapati Maharaja’s Appeal on Overseas Ratha Jatra Dates
Odisha Insight
Odisha CM Mohan Charan Majhi visits Puri on Debasnana Purnima.
ନିଜ ସଂସ୍କୃତି ପରମ୍ପରାକୁ ବଞ୍ଚାଇ ରଖିଥିବା ଏକ ସମ୍ପ୍ରଦାୟ ହେଉଛି ବିନ୍ଝାଲ୍ ଜନଜାତି
Odisha Insight
Sagarika Satapathy
-
May 23, 2022, 12:11 PM
ପ୍ରତ୍ୟେକ ଆଦିବାସୀ ନିଜସ୍ୱ ଭାଷା,ପରମ୍ପରା ଓ ସଂସ୍କୃତି ରହିଛି । ନିଜର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିଥିବା ସେମିତି ଏକ ସମ୍ପ୍ରଦାୟ ହେଉଛନ୍ତି ବିନ୍ଝାଲ୍ ।
୪ ରାଜ୍ୟସଭା ଆସନ ପାଇଁ ଚର୍ଚ୍ଚା ଜୋର; ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା ?
Odisha Insight
Sagarika Satapathy
-
May 20, 2022, 5:10 PM
ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ । ୩ଟି ଆସନ ପାଇଁ ନିର୍ବାଚନ ଓ ଆଉ ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ । ଓଡିଶାରୁ ୪ ଟି ଆସନ, ହେଲେ ଆଶାୟୀ ଅନେକ ।
ଏବର୍ଷ ଭକ୍ତଙ୍କ ଗହଣରେ ହେବ ପବିତ୍ର ମହାସ୍ନାନ ଯାତ୍ରା
Odisha Insight
Sagarika Satapathy
-
May 19, 2022, 7:51 PM
ଗତ ଦୁଇ ବର୍ଷ ହେବ କୋଭିଡ କାରଣରୁ ବିନା ଭକ୍ତରେ ହେଉଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ଅର୍ଥାତ ଘରେ ବସି ଡିଜିଟାଲରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁମାନେ । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ସିଧାସଳଖ ସ୍ନାନଯାତ୍ରାରେ ସାମିଲ ହେବେ।
କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ଖର୍ଚ୍ଚ ହେବ ୭୦ କୋଟି ଟଙ୍କା
Odisha Insight
Sagarika Satapathy
-
May 19, 2022, 7:09 PM
କଟକର ଅଧିଷ୍ଠାତ୍ରୀ ଦେବୀ ମାଁ କଟକ ଚଣ୍ଡୀ ଯାହାକି ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ । ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା ।
ଅଧିକ ସଶକ୍ତ ହେବ ମିଶନ ଶକ୍ତି; ଆଗାମୀ 5 ବର୍ଷରେ ଖର୍ଚ୍ଚ ହେବ ୪୯୭୩.୩୯ କୋଟି
Odisha Insight
Sagarika Satapathy
-
May 19, 2022, 5:14 PM
ଆସନ୍ତା ୫ ବର୍ଷରେ ମିଶନଶକ୍ତିରେ ଖର୍ଚ୍ଚ ହେବ ୪ ହଜାର ୯୭୩ କୋଟି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି । ଏବେ ମିଶନ ଶକ୍ତିର ନୀରବ ବିପ୍ଳବ ଆହୁରି ମଜବୁତ ହେବ ।
1
...
10
11
12
...
45
Page 11 of 45
Popular
Bhakta Das Held During Raj Bhavan Protest Over Student Issues
Smita Writes
-
July 21, 2026, 11:37 PM