Browsing Tag

Brajrajnagar bypoll

ବ୍ରଜରାଜନଗର ଉପନିର୍ବାଚନ: ଆଜିଠୁ ଜମିବ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ଦଳର ରଣନୀତି ପ୍ରସ୍ତୁତି ସରିଛି । ଏବେ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ହାତେଇବାକୁ ଚେଷ୍ଟା କରିବେ ସବୁ ଦଳ । ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବେ ନେତା ଓ ମନ୍ତ୍ରୀ ।

ଉପ ନିର୍ବାଚନ ପାଇଁ ଉଷ୍ମ ହେଉଛି ବ୍ରଜରାଜନଗର; ୩ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଦିନ କୁ ଦିନ ଉଷ୍ମ ହେବାରେ ଲାଗିଛି ବ୍ରଜରାଜନଗର ଉପନିର୍ବାଚନ ଗ୍ରାଉଣ୍ଡ । ଆଜି ପ୍ରାର୍ଥୀ ମାନଙ୍କର ନାମାଙ୍କନର ଶେଷ ଦିନ ଥିଲା  । ଆଜି ଅନ୍ତିମ ଦିନରେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ।

ଲଢ଼େଇ ପାଇଁ ପ୍ରସ୍ତୁତ ବ୍ରଜରାଜନଗର; ମୈଦାନରେ ଅଳକା-ରାଧାରାଣୀ-କିଶୋର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅନେକ ବିଚାରବିମର୍ଶ ପରେ ତିନି ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ଓ ବିଜେଡି ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ ଶେଷରେ ଆଜି କଂଗ୍ରେସ ତରଫରୁ…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ

ପ୍ରକାଶ ପାଇଛି ବ୍ରଜରାଜନଗର ଉପନିର୍ବାଚନ ବିଜ୍ଞପ୍ତି ଯେଉଥିପାଇଁ ନାମାଙ୍କନ ପ୍ରକ୍ରିୟା ବି ଆରମ୍ଭ ହୋଇଛି  । ସେପଟେ ଆରମ୍ଭ ହୋଇଛି ଦଳ ଦଳ ଭିତରେ ଅଙ୍କ କଷା । କେମିତି ନିର୍ବାଚନ ମଇଦାନ ପାର ହେବେ ସେ ନେଇ ଆରମ୍ଭ ହୋଇଛି ଦଳ ଭିତରେ କରସତ ।