Browsing Tag

Andhra Pradesh

୫ଟି ରାଜ୍ୟର ୭୨୮୭ଟି ଗାଁରେ ପହଞ୍ଚିବ ୪ଜି ମୋବାଇଲ୍ ସେବା

ପାଞ୍ଚଟି ରାଜ୍ୟର ୪୪ଟି ଜିଲ୍ଲାରେ ଥିବା ୭୨୮୭ଟି ଗ୍ରାମରେ ପହଞ୍ଚିବ ୪ଜି ମୋବାଇଲ୍ ସେବା । ଏହି ସବୁ ଗାଁଗୁଡ଼ିକରେ ଆଜି ପର୍ଯ୍ୟନ୍ତ ମୋବାଇଲ୍ ସଂଯୋଗ ପହଞ୍ଚିପାରିନାହିଁ ।