Odisha Insight

୫ଟି ରାଜ୍ୟର ୭୨୮୭ଟି ଗାଁରେ ପହଞ୍ଚିବ ୪ଜି ମୋବାଇଲ୍ ସେବା

ପାଞ୍ଚଟି ରାଜ୍ୟର ୪୪ଟି ଜିଲ୍ଲାରେ ଥିବା ୭୨୮୭ଟି ଗ୍ରାମରେ ପହଞ୍ଚିବ ୪ଜି ମୋବାଇଲ୍ ସେବା । ଏହି ସବୁ ଗାଁଗୁଡ଼ିକରେ ଆଜି ପର୍ଯ୍ୟନ୍ତ ମୋବାଇଲ୍ ସଂଯୋଗ ପହଞ୍ଚିପାରିନାହିଁ ।

ଉତ୍କଳୀୟ ନୌବାଣିଜ୍ୟର ଜ୍ୱଳନ୍ତ ନିଦର୍ଶନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା

ଓଡ଼ିଶାରେ ବାର ମାସରେ ତେର ପରବ ଆଉ କାର୍ତ୍ତିକ ପୂର୍ଣ୍ଣିମା ସେଥିମଧ୍ୟରୁ ଅନ୍ୟତମ। ପୁରାଣ ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ଏବଂ ପୂଣ୍ୟର ମାସ କୁହାଯାଏ। ବିଶ୍ୱାସ ରହିଛି ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କଲେ ପୂଣ୍ୟଲାଭ ହୋଇଥାଏ। ହେଲେ କାର୍ତ୍ତିକ ପୂର୍ଣ୍ଣିମା ସହ ଓଡ଼ିଶାର ରହିଛି ସ୍ବତନ୍ତ୍ର ସମ୍ପର୍କ। ଉତ୍କଳୀୟ ନୌବାଣିଜ୍ୟର ଜ୍ୱଳନ୍ତ ନିଦର୍ଶନ ହେଉଛି ଏହି କାର୍ତ୍ତିକ ପୂର୍ଣ୍ଣିମା।

ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରଣ ପର୍ବ; ବଦଳୁଛି ସରକାରୀ ବିଦ୍ୟାଳୟର ଚିତ୍ର

ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରଣ ପର୍ବ । ବଦଳୁଛି ସରକାରୀ ସ୍କୁଲର ଚିତ୍ର । ୫ଟି ସଂସ୍କାରରେ ସ୍କୁଲ ଟ୍ରାନ୍ସଫର୍ମେସନରେ ମିଳୁଛି ନୂଆ ଭିତ୍ତିଭୂମି ।

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ। ସାଢେ ୩ ବର୍ଷରେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ୭୦% ବୃଦ୍ଧି ଘଟିଛି।

ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ BSKY କାର୍ଡ ଏବେ ଓଡ଼ିଶାର ୩୦ ଲକ୍ଷ ପରିବାରରେ ପହଞ୍ଚିଛି । ରାଜ୍ୟର ୧୧ଟି ଜିଲ୍ଲାରେ ସ୍ମାର୍ଟ କାର୍ଡ ବିତରଣ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Popular