Odisha Insight

ବିଶ୍ଵ ଐତିହ୍ୟ ମାନଚିତ୍ରରେ ଶ୍ରେଷ୍ଠ ହେବ ଶ୍ରୀକ୍ଷେତ୍ର

ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ସ୍ମରଣୀୟ ଦିନ ହୋଇ ରହିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ । ଏଥି ପାଇଁ ତିନି ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ମାହାଙ୍ଗା ଡବଲ ମର୍ଡ଼ର: ପ୍ରତାପ ଜେନାଙ୍କ ବିରୁଦ୍ଧରେ ବିଜେପି, କଂଗ୍ରେସର ଯୁଦ୍ଧଂ ଦେହି ଡାକରା

ବଢିଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ । ପ୍ରତାପଙ୍କ ବିରୁଦ୍ଧରେ ବିରୋଧୀଙ୍କ ସ୍ୱର ଶାଣିତ ହୋଇଛି ।

ଦ୍ଵିତୀୟ କୋଣାର୍କର ଆବଶ୍ୟକତା

କୋଣାର୍କ, ଯେଉଁଠି ପଥର ଭାଷା ମନୁଷ୍ୟର ଭାଷାକୁ ପରାସ୍ତ କରେ । ଜଗନ୍ନାଥଙ୍କ ପୁତ୍ର ଶାମ୍ବଙ୍କ ତପସ୍ୟା ସ୍ଥଳ ହେଉଛି କୋଣାର୍କ । ଏହା ହେଉଛି ସୂର୍ଯ୍ୟ ଉପାସନାର ସିଦ୍ଧି ସ୍ଥଳ ।

ଶହୀଦ ଲକ୍ଷ୍ମଣ ନାୟକ – ଏ ଜାତିର ଚିର ନମସ୍ୟ

ଶହୀଦ ଲକ୍ଷ୍ମଣ ନାୟକ, ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସେ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଜଣେ ପରିଚିତ ଚେହେରା ଭାବେ ସାମ୍ନାକୁ ଆସିଥିଲେ ।

ଆଗକୁ ପଞ୍ଚାୟତ ନିର୍ବାଚନ, ରାଜନୈତିକର ଦଳର ଅଙ୍କ କଷା ଆରମ୍ଭ

ଆଗକୁ ପଞ୍ଚାୟତ ନିର୍ବାଚନ । ୨୦୨୨ ରେ ହେବ ପଂଚାୟତ ନିର୍ବାଚନ । ଏନେଇ ପ୍ରତ୍ୟେକ ରାଜନୈତିକ ଦଳ ଅଙ୍କ କଷିବା ଆରମ୍ଭ କରିଦେଲେଣି ।

Popular