Odisha Insight

Odisha Covid Analysis – December 8, 2021

Odisha reported 255 new Covid cases in the last 24 hours and 2 deaths of which 54 cases belong to 0-18 years.

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ  ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅପରାଜିତାଙ୍କ ପକ୍ଷ ଛେଦନ; ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ବୃଦ୍ଧି

ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା । ଓଡ଼ିଶା ବିଜେପିରେ ଚାଲିଛି ଶୀତଳ ଯୁଦ୍ଧ । ଅପରାଜିତା ଷଡ଼ଙ୍ଗୀ ଦଳୀୟ ସଂଗଠନରେ ଧ୍ୟାନ ନ ଦେଇ ବ୍ୟକ୍ତିଗତ ଭାବେ ସମାନ୍ତରାଳ ସଂଗଠନ ଗଢ଼ି ନିଜର ପ୍ରଚାର କରୁଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ସଦୃଶ ।

‘ପରବ’ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ-କୋଟିଆ

କୋରାପୁଟ ଲୋକ ମହୋତ୍ସବ ‘ପରବ’ ର ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ କୋଟିଆ । ଆନ୍ଧ୍ରର ଅନୁପ୍ରବେଶ ପାଇଁ ଚର୍ଚ୍ଚାରେ ରହିଛି କୋଟିଆ।

ପ୍ରସିଦ୍ଧ ଦିଲ୍ଲୀ ହାଟରେ ‘ଆଦି ମହୋତ୍ସବ’

ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଣ୍ଟି ଦେଶୀୟ ସାମଗ୍ରୀକୁ ନେଇ ଦିଲ୍ଲୀ ହାଟରେ  ‘ଆଦି ମହୋତ୍ସବ’। ଓଡ଼ିଶାର ବିଭିନ୍ନ ଆଦିବାସୀ ଅଞ୍ଚଳରୁ କାରିଗରମାନେ ନିଜର ସାମଗ୍ରୀ ଓ କଳାବସ୍ତୁ ବିକ୍ରି କରୁଛନ୍ତି ।

Popular