Odisha Insight

ଆଗାମୀ ୩ଦିନ ପର୍ଯ୍ୟନ୍ତ ବର୍ଷିବ ନିଆଁ, ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଆହୁରି ୩ ଦିନ କଲବଲ କରିବ ଟାଣ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢିପାରେ । ଆଜି ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଖରା ଓ ଗୁଳୁଗୁଳି ପରେ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି ଅତିବାଇଗଣୀ ରଶ୍ମି

ଚଳଚଞ୍ଚଳ ରାଜଧାନୀର ରାଜପଥ ଏବେ  ଖାଁଖାଁ । ଗ୍ରୀଷ୍ମପ୍ରବାହ ଯୋଗୁଁ ଲାଗୁଛି ଯେମିତି ସାରା ଓଡ଼ିଶା ଜଳିବା ଆରମ୍ଭ କରିଛି । ସପ୍ତାହେ ହେଲା ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରଭାବକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। କିଏ ଗଛ ତଳ ତ ଆଉ କିଏ ରାସ୍ତାକଡ଼ ଉଠା ଦୋକାନରେ ଛାଇ ଟିକେ ଖୋଜୁଛି ।

IPL Betting Racket in Odisha

Pattapur police in Ganjam district on Thursday arrested six youths for their alleged involvement in illegal betting on the outcome of IPL matches.

Dr. Amrit Pattojoshi felicitated by Governor Prof. Ganeshi Lal

The 43rd National Baisakhi Festival celebrating Odia New Year was organised today at the State Capital, Bhubaneswar.

Odisha-Mo Parivar collects 10,063 blood units on Biju Death Anniversary

On 17th April 2022, Odisha-Mo Parivar through its flagship program Jiban Bindu, conducted state wide blood donation camps as a tribute to the great leader, Biju Patnaik. The Blood donation camps were conducted at several districts of Odisha.

Popular