Odisha Insight

ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା; ରାଜ୍ୟରେ ୩ରୁ ୪ ସପ୍ତାହ ପରେ ବଢ଼ି ପାରେ କରୋନା ସଂକ୍ରମଣ!

ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଆଗାମୀ ୩ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବା ନେଇ ସମ୍ଭାବନା ରହିଛି । ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଭିତିଭୂମି ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

No respite from Heatwave in Odisha

There has been no respite from the extreme heat conditions dubbed as the heat wave across multiple states, and Odisha has been enduring this quite the same.

ଆଜିଠୁ ଆରମ୍ଭ ଯୁକ୍ତ ୨ ପରୀକ୍ଷା

ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଆରମ୍ଭ । ୧୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ୍ ତଥା ନୋଡାଲ୍ ସେଣ୍ଟର ହୋଇଛି।

କମିବ କି ପେଟ୍ରୋଲ ଓ ଡିଜେଲ ଦର ?

କରୋନା ଭାଇରସକୁ ନେଇ ହୋଇଥିବା ମିଟିଂରେ ପ୍ରଧାନମନ୍ତ୍ରୀ ବଢ଼ୁଥିବା ତେଲ ଦର ବିବୃତ୍ତି ଦେଇଛନ୍ତି ଏବଂ ପେଟ୍ରୋଲ ଡିଜେଲ ଶୁଳ୍କ ହ୍ରାସ ପାଇଁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।

ହିଟ୍ ୱେଭକୁ ଦୃଷ୍ଟିରେ ରଖି ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ

ହିଟ୍ ୱେଭ୍ ଯୋଗୁଁ ବଦଳିଛି ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବା ନେଇ ନିଷ୍ପତି ହୋଇଛି । ତେବେ ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା, କିନ୍ତୁ ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି ସିଡ୍ୟୁଲକୁ ବଦଳା ଯାଇଛି ।

Popular