Browsing Tag

International Mother Language Day

ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସ; ଜାଣନ୍ତୁ କେମିତି ଥିଲା ଆମ ମାତୃଭାଷାର ସଂଘର୍ଷମୟ ଇତିହାସ

୨୧ ଫେବୃଆରୀ ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ବା ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ବରେ ଭାଷା, ସାଂସ୍କୃତିକ ବିବିଧତା, ବହୁଭାଷାର ବୃଦ୍ଧି ଏବଂ ବିଭିନ୍ନ ମାତୃଭାଷା ପ୍ରତି ଜାଗ୍ରତ ହେବା ଉଦେଶ୍ୟରେ ପ୍ରତି ବର୍ଷ ୨୧ ଫେବୃଆରୀକୁ ଅନ୍ତରାଷ୍ଟ୍ରୀୟ ମାତୃଦିବସ ଭାବେ ପାଳନ କରାଯାଏ ।