ପ୍ରବାସୀ ଭାରତୀୟ ଦିବସ ଓ ଉଠା ଦୋକାନୀଙ୍କ କୋହ
ବିଶ୍ବରାଜ ନାୟକଙ୍କ କଲମରୁ: ରେଭେନ୍ସାରେ ପଢ଼ିବା ବେଳେ ହେଉ ବା ବାଙ୍ଗାଲୋରରେ - ମୋର ଦୈନନ୍ଦିନ ଆବଶ୍ୟକତା ପାଇଁ ମୁଁ ନିର୍ଭରଶୀଳ ଥିଲି ରାସ୍ତା କଡ଼ର ଉଠା ଦୋକାନୀଙ୍କ ଉପରେ। ବାହାରେ ଖାଇବା, ସକାଳେ ଓ ସନ୍ଧ୍ୟାରେ କପେ ଚାହା ପିଇବା ଭଳି ଆଭିଜାତ୍ୟ-ପୂର୍ଣ୍ଣ ବିଳାସ ସମ୍ଭବପର ହୋଇ…