Politics

ଜିଲ୍ଲା ପରିଷଦ ନିର୍ବାଚନ: ୨୯୮ ସ୍ୱାଧୀନ ପ୍ରାର୍ଥୀ ପ୍ରମୁଖ ଦଳ ପାଇଁ କଣ୍ଟା

କୋଟିଆରେ ସବୁ ରାଜନୈତିକ ଦଳ ମିଳିତ ଭାବେ ଜଣକୁ ପ୍ରାର୍ଥୀ କରିଛନ୍ତି। ଏହି ଆସନକୁ ଛାଡି ବିଜେଡ଼ି ବାକି ୮୫୨ଟି ଜୋନ ପାଇଁ ପ୍ରାର୍ଥୀ ଦେଇଛି । ଗୋଟିଏ ଆସନରେ ଦଳୀୟ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଥିବା ବେଳେ ମଇଦାନରେ ୮୫୧ ଜଣ ପ୍ରାର୍ଥୀ ଅଛନ୍ତି।

Panchayat Poll Manifesto: BJP promises Men SHGs

The Bharatiya Janata Party (BJP) on Thursday released party's election manifesto for the forthcoming Odisha Panchayat polls and promised to create Men Self Help Groups (MSHG).

Justice for Lavanya – BJP ups the ante

BJP on Thursday held a press conference discussing the burning issue of 17-year-old Lavanya’s suicide over the forceful conversion to Christianity in Tamil Nadu.

ପଞ୍ଚାୟତ ନିର୍ବାଚନ : ନିର୍ଦ୍ୱନ୍ଦରେ ଜିତି ୧୨୬ ସରପଞ୍ଚ ପ୍ରାର୍ଥୀଙ୍କ ବାଜିମାତ

ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଗାଁ ପରିବେଶରୁ ଖାଲି ରାଜନୈତିକ ବାସ୍ନା ଆସୁଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ଆସନଠାରୁ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ସରପଞ୍ଚ ପାଇଁ ରାଜନୀତି ସରଗରମ ରହିଛି ।

Odisha Panchayat Polls: SEC issues fresh nomination filing Date for vacant posts

Giving a second chance to candidates to file their nominations where nominations were not filed or were rejected, the State Election Commission (SEC) has issued a fresh date for filing of nomination papers.

Popular