Politics

ବ୍ରଜରାଜନଗର ଉପନିର୍ବାଚନ: ଆଜିଠୁ ଜମିବ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ତିନି ଦଳର ରଣନୀତି ପ୍ରସ୍ତୁତି ସରିଛି । ଏବେ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ହାତେଇବାକୁ ଚେଷ୍ଟା କରିବେ ସବୁ ଦଳ । ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବେ ନେତା ଓ ମନ୍ତ୍ରୀ ।

Tripura Chief Minister Biplab Kumar Deb resigns

In an unexpected development, BJP leader Biplab Kumar Deb resigned as Tripura Chief Minister on Saturday.

ଉପ ନିର୍ବାଚନ ପାଇଁ ଉଷ୍ମ ହେଉଛି ବ୍ରଜରାଜନଗର; ୩ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଦିନ କୁ ଦିନ ଉଷ୍ମ ହେବାରେ ଲାଗିଛି ବ୍ରଜରାଜନଗର ଉପନିର୍ବାଚନ ଗ୍ରାଉଣ୍ଡ । ଆଜି ପ୍ରାର୍ଥୀ ମାନଙ୍କର ନାମାଙ୍କନର ଶେଷ ଦିନ ଥିଲା  । ଆଜି ଅନ୍ତିମ ଦିନରେ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ।

Former Union Minister Pandit Sukh Ram passes away

Former Telecom Minister and Congress leader from Mandi, Pandit Sukh Ram breathed his last in AIIMS, Delhi on Tuesday night.

CBI inches closer to former Union Minister Babul Supriyo

The CBI has filed an FIR against former Union Minister Babul Supriyo’s ex-confidential assistant, Sushanta Mullick, in a case of alleged corruption.

Popular