Browsing Tag

Puri District

ପୁରୀର ନାମ ପରିବର୍ତ୍ତନ କଣ ସମ୍ଭବ?

ପୁରୀ ଓଡ଼ିଶା ପୂର୍ବରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ଓଡ଼ିଶାର ସମୁଦ୍ର କୁଳିଆ ଜିଲ୍ଲା ହେଇଥିବାରୁ ଏଠାରେ ବର୍ଷସାରା ଜଳବାୟୁ ପ୍ରାୟ ସମାନ ଥାଏ । ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ବିଭିନ୍ନ ଉତ୍ସବ ତଥା ରଥ ଯାତ୍ରା ପାଇଁ ପ୍ରସିଦ୍ଧ |