Browsing Tag

Bhubaneswar MP Aparajita Sarangi

ଅପରାଜିତାଙ୍କ ପକ୍ଷ ଛେଦନ; ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ରଙ୍କ ପତିଆରା ବୃଦ୍ଧି

ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା । ଓଡ଼ିଶା ବିଜେପିରେ ଚାଲିଛି ଶୀତଳ ଯୁଦ୍ଧ । ଅପରାଜିତା ଷଡ଼ଙ୍ଗୀ ଦଳୀୟ ସଂଗଠନରେ ଧ୍ୟାନ ନ ଦେଇ ବ୍ୟକ୍ତିଗତ ଭାବେ ସମାନ୍ତରାଳ ସଂଗଠନ ଗଢ଼ି ନିଜର ପ୍ରଚାର କରୁଥିବାରୁ ଏହା ତାଙ୍କ ପାଇଁ ବୁମେରାଂ ସଦୃଶ ।