Browsing Tag

ଓଡ଼ିଶା

ଉତ୍କଳୀୟ ନୌବାଣିଜ୍ୟର ଜ୍ୱଳନ୍ତ ନିଦର୍ଶନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା

ଓଡ଼ିଶାରେ ବାର ମାସରେ ତେର ପରବ ଆଉ କାର୍ତ୍ତିକ ପୂର୍ଣ୍ଣିମା ସେଥିମଧ୍ୟରୁ ଅନ୍ୟତମ। ପୁରାଣ ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ଏବଂ ପୂଣ୍ୟର ମାସ କୁହାଯାଏ। ବିଶ୍ୱାସ ରହିଛି ଏହି ମାସରେ କାର୍ତ୍ତିକ ବ୍ରତ ପାଳନ କଲେ ପୂଣ୍ୟଲାଭ ହୋଇଥାଏ। ହେଲେ କାର୍ତ୍ତିକ ପୂର୍ଣ୍ଣିମା ସହ ଓଡ଼ିଶାର ରହିଛି…

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜେଡିର ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ। ସାଢେ ୩ ବର୍ଷରେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ୭୦% ବୃଦ୍ଧି ଘଟିଛି।

ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ BSKY କାର୍ଡ ଏବେ ଓଡ଼ିଶାର ୩୦ ଲକ୍ଷ ପରିବାରରେ ପହଞ୍ଚିଛି । ରାଜ୍ୟର ୧୧ଟି ଜିଲ୍ଲାରେ ସ୍ମାର୍ଟ କାର୍ଡ ବିତରଣ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ନବୀନ ପଟ୍ଟନାୟକ – ଏକ ବିରଳ ବ୍ୟକ୍ତିତ୍ୱ

ସେ ରାଜନୀତି ହେଉ କିମ୍ବା ନିଜର ସରଳ ଜୀବନ ଶୈଳୀ, ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ବିରଳ ଓ ଅଦ୍ବିତୀୟ। ଲେଖକରୁ ରାଜନୀତିରେ ପ୍ରବେଶ କରି ଜଣେ ସଫଳ, ଅପ୍ରତିଦ୍ୱନ୍ଦ୍ୱୀ ଓ ପ୍ରିୟ ଶାସକ ପାଲଟିଛନ୍ତି ନବୀନ ପଟ୍ଟନାୟକ

ବାତ୍ୟା ‘ୟାସ’ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଓଡ଼ିଶା ସରକାର ଙ୍କ ପ୍ୟାକେଜ୍‌ ଘୋଷଣା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକ ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି।