Browsing Tag

Bargarh

କଳି ଯୁଗର କଂସ ମହାରାଜ ହୃଷିକେଶ ଭୋଇ

ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାକୁ 75 ବର୍ଷ ପୁରଣ ହୋଇଥିବାବେଳେ ଗତ 9 ବର୍ଷ ହେବ ମହାରାଜ କଂସ ଭୂମିକାରେ ସଫଳତାର ସହିତ ଅଭିନୟ କରିଆସୁଛନ୍ତି ଯାତ୍ରାର ମୁଖ୍ୟ ଅଭିନେତା ହୃଷିକେଶ ଭୋଇ ।