Browsing Tag

Daringbadi

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ପାଇବ ଏକ ନୂଆ ରୂପ

ଆଲୋକିକରଣରେ ଝଲସିବ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି। ଦାରିଙ୍ଗବାଡି ମଧ୍ୟ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ରାୟପୁର ଗୋପାଳପୁର ରାସ୍ତା ର ଉଭୟ ପାର୍ଶ୍ବରେ ଆଲୋକିକରଣ ବ୍ୟବସ୍ଥା କରାଯିବ। ଯାହା ଫଳରେ କନ୍ଧମାଳ ଜିଲ୍ଲା ରେ ଥିବା ଦାରିଙ୍ଗବାଡି କୁ ଏକ ନୂଆ ରୂପ ମିଳିବ।